Brussel sprout - Brusel sprout ବ୍ରୁସେଲ୍ ସ୍ପ୍ରାଉଟ୍
Meaning of Brussel sprout in Odia. How does ବ୍ରୁସେଲ୍ ସ୍ପ୍ରାଉଟ୍ look like
- Brussel sprout transliterate in OdiaBrusel sprout - ବ୍ରୁସେଲ୍ ସ୍ପ୍ରାଉଟ୍
-
Brussel sprout description in Odia
ବ୍ରୁସେଲ୍ ସ୍ପ୍ରାଉଟ୍ କୋବି ପରିବାରର ଅଟେ ଏବଂ ସେମାନଙ୍କର ଖାଇବା କଢ ପାଇଁ ବଢ଼ି଼ଥାଏ | ଏହି ପତ୍ର ପନିପରିବା ଛୋଟ କୋବି ପରି ଦେଖାଯାଏ | ବେଲଜିୟମର ବ୍ରୁସେଲ୍ସରେ ସେମାନଙ୍କର ଲୋକପ୍ରିୟତା ହେତୁ ସେମାନଙ୍କୁ ବ୍ରୁସେଲ୍ ସ୍ପ୍ରାଉଟ୍ ନାମରେ ନାମିତ କରାଯାଇଛି | ବ୍ରସେଲ୍ ସ୍ପ୍ରାଉଟ୍ ଗୁଡିକ ଡାଳରୁ ଗୁଣ୍ଡ କାଟି କୋୖଣସି ଅତିରିକ୍ତ ଡାଳ କିମ୍ବା ଖାଲି ପୃଷ୍ଠ ପତ୍ରକୁ ବାହାର କରି ରନ୍ଧାଯାଏ | ଆବଶ୍ୟକତା ଅନୁଯାୟୀ ସେଗୁଡିକ ସିଝାଇ, ହାଲ୍କା ଭାଜି , ଗ୍ରିଲ୍, ଅଳ୍ପ ଆଞ୍ଚରେ ରନ୍ଧା କିମ୍ବା ଭଜା ହୋଇପାରେ |
ବ୍ରୁସେଲ୍ ସ୍ପ୍ରାଉଟ୍ ର ବୈଜ୍ଞାନିକ ନାମ: ବ୍ରାସିକା ଓଲେରାସି ଭାର | ଜମିଫେରା
-
Brusel sprout - ବ୍ରୁସେଲ୍ ସ୍ପ୍ରାଉଟ୍ word root and origin:
Other Fruits and Vegetables in Odia
X